July 28, 2024

Dose Shree Ram Still Alive? Where Is Hanuman In this world

ଆପଣ ସମସ୍ତେ Ramayan ଟିଭି ରେ ଦେଖିଥିବେ , କିନ୍ତୁ ଏମିତି କିଛି କଥା ରାମାୟଣ ରେ ଅଛି ଯୋଉଟା ଆପଣ ମାନେ ଦେଖି ନଥିବେ ବୋଧେ ,
ଆଜି ମୁଁ ଆପଣଙ୍କୁ Ramayan ରେ ଥିବା କିଛି ଟା ଲୁଚି ରହିଥିବା ରହସ୍ୟ କଥା କହିବି ,

ସମେସ୍ତେ ଜାଣିଥିବ Ramayan valmiki ଲେଖି ଥିଲେ !!

କିନ୍ତୁ ବାଲ୍ମୀକି ଙ୍କ ଆଗରୁ Hanuman ଗୋଟେ ପଥର ଉପରେ ନିଜ ନଖରେ ପ୍ରଭୁ Shree Ram ଙ୍କ କଥା ଅର୍ଥାତ ରାମାୟଣ ଲେଖିଥିଲେ ,
ୟେ କଥା ଯେତେବେଳେ ବାଲ୍ମୀକି ଙ୍କୁ ଜାଣିବାକୁ ମିଳିଲା ସେତବେଳେ ସେ ଯାଇକି ସେ ପଥର ଉପରେ ଲେଖା ଥିବା ଶ୍ରୀ ରାମ ଙ୍କ କଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ .

ତା ପରେ ସେ ହନୁମାନ ଙ୍କୁ କହିଲେ କି ହେ ହନୁମାନ ଆପଣଙ୍କ ଭଳି ଶ୍ରୀ ରାମ କଥା କେହି ରଚନା କରି ପାରିବେ ନାହିଁ . ଆପଣଙ୍କ ଆଗରେ ମୋ ଲେଖନୀ କିଛି ବି ନୁହେ.
ୟେ କଥା ଶୁଣି ହନୁମାନ ଭାବିଲେ କି ଗୁରୁ ବାଲ୍ମୀକି ଜଣେ କବି ଆଉ ପ୍ରଭୁ ଶ୍ରୀ ରାମ ଙ୍କ ଭକ୍ତ ତେଣୁ ସିଏ ଲେଖିବା ଠିକ ହେବ . ୟେ କଥା ଭାବି
ହନୁମାନ ଯୋଉ ପଥର ରେ ରାମାୟଣ ଲେଖି ଥିଲେ ସେ ପଥର କୁ Ocean ରେ ପକାଇ ଦେଲେ,
ଆଉ History ରେ ରାମାୟଣ ରଚୟିତା ଭାବେ ବାଲ୍ମୀକି ଙ୍କ ନାମ ରହିଲା .

ଦ୍ୱିତୀୟ କଥା – କଣ ଆପଣ ଜାଣିଛନ୍ତି କି ରାମାୟଣ ଶ୍ଳୋକ ରେ Gayatri mantra ର ଭି ରଚନା ହୋଇଛି ,
ମହର୍ଷି ବାଲ୍ମୀକି ଙ୍କ ରଚୟିତା ରାମାୟଣ ରେ ୨୪୦୦୦ ଶ୍ଳୋକ ଅଛି , ପ୍ରତ୍ୟକ ୧୦୦୦ ଶ୍ଳୋକ ପରେ ପ୍ରଥମ ଅକ୍ଷର ରେ ଗାୟତ୍ରୀ ମନ୍ତ୍ର ଅଛି .ଏହି ୨୪ ଅକ୍ଷର ରେ ହିଁ ଗାୟତ୍ରୀ ମନ୍ତ୍ର ର ରଚନା ହୋଇଛି .

ତୃତୀୟ ରେ -କାହାର ଅବତାର ଥିଲେ ଶ୍ରୀରାମ ଙ୍କର ଭାଇ ଶ୍ରୀ ରାମରାମ ଥିଲେ vishnu ଅବତାର , Lakshman ଥିଲେ Shesha Naag ଶେଷ ନାଗ ଅବତାର ,ଆଉ Bharat ,ଶତୃଘନ ଥିଲେ ବିଷ୍ଣୁ ଙ୍କ Shankha & Sudarshana Chakra ଙ୍କ ଅବତାର .

ଚତୁର୍ଥ କଥା _ ସମସ୍ତେ ଜାଣିଛନ୍ତି ରାଜା Dasharatha ଙ୍କର ଚାରି ପୁତ୍ର ଥିଲେ .କିନ୍ତୁ ୟେ କଥା ଜାଣନ୍ତି କି ଦଶରଥ ଙ୍କର ଗୋଟେ ଝିଅ ମଧ୍ୟ ଥିଲେ ନ ଥିଲା ଶାନ୍ତା , ଚାରି ପୁତ୍ର ଙ୍କ ଠାରୁ ବଡ ଆଉ Kausalya ଙ୍କ ପୁତ୍ରୀ . ଦିନେ ରାଜା ଦଶରଥ ନିଜ ଝିଅ ଙ୍କୁ ଅଙ୍ଗ ଦେଶ ର ରାଜା ରୋମ୍ପଦ ଓ ତାଙ୍କ ପତ୍ନୀ ବସନି ଙ୍କୁ ଦେଇ ଦେଇଥିଲେ କାରଣ ତାଙ୍କର କେହି ସନ୍ତାନ ନଥିଲେ .

ପଞ୍ଚମ କଥା _ ରାମାୟଣ କଥା ରେ ଅଛି ମାତା Sita ଛୋଟ ବେଳେ Shiva ଧନୁଷ କୁ ଉଠାଇ ଦେଇଥିଲେ ,ତାହା ଦେଖି ମିଥଲା ନରେଶ ରାଜା ଜନକ ନିଷ୍ପତି ନେଇ ଥିଲେ କି ଝିଅ ସୀତା ଙ୍କ ବିବାହ ଏମିତି ଏକ ବୀର ଙ୍କ ସହ କରିବେ ଯିଏ ଶିବ ଧନୁଷ କୁ ସୀତା ଙ୍କ ପରି ସହଜ ରେ ଉଠାଇ ଦେବେ, ୟେହିଁ କାରଣ ଥିଲା ସୀତା ଙ୍କ ସ୍ଵୟମ୍ବର ରେ ଶିବ ଧନୁଷ କୁ ଉଠାଇ ବାର ସର୍ତ ରଖ ଯାଇ ଥିଲା . ସମସ୍ତେ ଜାଣି ଥିବ ଭଗବାନ ରାମଚନ୍ଦ୍ର ଶିବ ଧନୁଷ ଉଠାଇ କି ସୀତା ଙ୍କୁ ବିବାହ କରି ଥିଲେ .

୬ ନ . _ମାତା ସୀତା ଙ୍କ ସ୍ଵୟମ୍ବର ରେ ବହୁତ ରାଜ୍ୟ ର ରାଜା ଆସିଥିଲେ ତାଙ୍କ ମଧ୍ୟରେ Ravana ବି ଆସି ଥିଲା .ସବୁ ରାଜା ଙ୍କ ଭଳି ଶିବ ଧନୁଷ ଉଠାଇ ବାରେ ରାବଣ ବି ବିଫଳ ହୋଇଥିଲା .

ସପ୍ତମ ରେ _ ସୀତା ସ୍ଵୟମ୍ବର ରେ ଥିବା ଶିବ ଧନୁଷ ର ନାଁ ଥିଲା Pinaka .

ଅଷ୍ଟମ _ଲକ୍ଷ୍ମଣ ଙ୍କ ଆଉ ଗୋଟେ ନାମ ଥିଲା Godakesh , ଯେତେବେଳେ ରାମ ,ଲକ୍ଷ୍ମଣ, ସୀତା ବନବାସ ରେ ଥିଲେ ସେତବେଳେ ଭାଇ ଭାଉଜ ଙ୍କୁ ସୁରକ୍ଷା ଦେବା ପାଇଁ ଲକ୍ଷ୍ମଣ କେବେ ବି ଶୋଉ ନଥିଲେ , ସେଥିପାଇଁ ତାଙ୍କ ନାମ ଥିଲା Godakesh.
ଦିନେ ନିଦ୍ରା ଦେବୀ ଲକ୍ଷ୍ମଣ ଙ୍କ ଆଗରେ ପ୍ରକଟ ହେଲେ, ଲକ୍ଷ୍ମଣ କହିଲେ ମତେ ଆଶୀର୍ବାଦ ଦିଅ ମୁ ୧୪ ବର୍ଷ ନ ସୋଇ ସୀତାରାମ ଜି ଙ୍କର ରକ୍ଷ୍ୟା କରିବି .ଏହା ଶୁଣି ନିଦ୍ରା ଦେବୀ କହିଲେ ଯଦି ତୁମ ବଦଳ ରେ କେହି ୧୪ ବର୍ଷ ଶୋଇବା ତେବେ ମୁ ତୁମକୁ ୟେ ବରଦାନ ଦେବୀ. ଲକ୍ଷ୍ମଣ ତାଙ୍କୁ ତାଙ୍କ ପତ୍ନୀ ଉର୍ମିଳା ଙ୍କ ପାଖକୁ ପଠାଇ ଦେଲେ. ସେହି ଦିନ ଠାରୁ ଉର୍ମିଳା ୧୪ ବର୍ଷ ସୋଇ ଥିଲେ .

୯._ ଭଗବାନ କୃଷ୍ଣ କି ମୃତ୍ୟୁ କି ରହସ୍ୟ .ରାମାୟଣ ରେ ୟେ କଥା ବିସ୍ତାର ରେ ପ୍ରକାଶ ହୋଇଛି . BaliSugriva ଙ୍କ ଲଢେଇ ସମୟରେ ଭଗବାନ ରାମ ଗଛ ପଛରେ ଲୁଚି କି ବlଳି ଉପରକୁ ତୀର ମାରି ଥିଲେ, ତାହା ଫଳ ରେ ବlଳି ର ମୃତ୍ୟୁ ହୋଇଥିଲା ,ଯେତବେଳେ ବlଳି ର ପତ୍ନୀ ତାରା ୟେ କଥା ଜାଣିଲେ କି ଭଗବାନ ରାମ ତାଙ୍କ ସ୍ୱାମୀ ଙ୍କୁ ଲୁଚି କି ମାରି ଛନ୍ତି, ତ ତାର ଶ୍ରୀ ରାମ ଙ୍କୁ ଅଭିଶାପ ଦେଲେ କି ଆସନ୍ତା ଜନ୍ମ ରେ ଆପଣ ଙ୍କର ଭି ଏମିତି ମୃତ୍ୟୁ ହେବ , ଆମେ ଜାଣିଛୁ Mahabharata ରେ ଭି ୟେ କଥା ଅଛି କି ଶିକାରୀ ର ତୀର ବାଜି କି ଶ୍ରୀ କୃଷ୍ଣ ଦେହ ତ୍ୟାଗ କରି ଥିଲେ .

୧୦_ Jambavan ବହୁତ ବଳଶାଳୀ ଥିଲେ ଭଗବାନ ରାମ ଙ୍କ ସହ ଯୁଧ୍ୟ କରିବାକୁ ଚାହୁଁ ଥିଲେ କିନ୍ତୁ ଭଗବାନ ରାମ କହିଲେ କି ଏବେ ମୁ ମୋ ପତ୍ନୀ ସୀତା ଙ୍କୁ ଖୋଜିବାକୁ ଯାଉଛି ତୁମର ୟେ ଇଛା ଆର ଜନ୍ମ ରେ ପୁରା ହବ, ଶ୍ରୀ କୃଷ୍ଣ ଅବତାର ରେ ୟେ ଇଛା ପୁରା ହେଲା.

୧୧ _ ବ୍ରହ୍ମଚାରୀ ହୋଇକି ଭି ହନୁମାନ ଙ୍କର ଗୋଟେ ପୁତ୍ର ଥିଲା ତାଙ୍କ ନା ଥିଲା Makaradhwaja .
ଯେତେବେଳେ ହନୁମାନ ପୁରା lanka କୁ ଜାଳି ସମୁଦ୍ର ରେ ନିଜ ଲାଞ୍ଜ କୁ ବୁଡାଇ ଥିଲେ ,ସେତବେଳେ ମକରଧ୍ୱଜ ନାମକ ଏକ ମାଛ ତାଙ୍କ ଝାଳ କୁ ପି ଦେଇ ଥିଲା ସେହି ମାଛ ରୁ ଜନ୍ମ ନେଇ ଥିଲେ ହନୁମାନ ଙ୍କ ପୁତ୍ର .

୧୨_ ରାବଣ ର ନାଁ ପ୍ରଥମେ ଦଶାନନ ଥିଲା ସେ ଶିବ ଙ୍କର ବଡ ଭକ୍ତ ଥିଲା ,ଦିନେ ଶିବ ଙ୍କୁ ଦେଖା କରିବାକୁ ରାବଣ Kailash ପର୍ବତ କୁ ଯାଇ ଥିଲା ସେତବେଳେ ଶିବ ତପସ୍ୟା ରେ ଥିଲେ ତେଣୁ Nadhi ରାବଣ କୁ ରୋକି ଦେଲା ଶିବ ଙ୍କୁ ଦେଖା କରିବାକୁ , ସେଠୁ ରାବଣ ରାଗିଯାଇ ସିଧା କୈଳାସ ପର୍ବତ କୁ ଉଠାଇ ନେଇ ଯାଉଥିଲା ଭଗବାନ ଶିବ ୟେ ସବୁ ଦେଖି ରାଗି ଯାଇ ପର୍ବତ କୁ ନିଜ ପାଦରେ ଦାବି କି ରଖିଲେ ସେହି ସମୟରେ ରାବଣ ର ହାତ ପର୍ବତ ତଳେ ରହି ଗଲା , ରାବଣ କୁ ଯେତବେଳେ କଷ୍ଟ ହେଲା ସେ Shiva Tandava ଗାଈବାରେ ଲାଗିଲା, ସେଠୁ ଶିବ ପ୍ରଶନ ହୋଇ Dashanan ର ନାଁ ରାବଣ ରଖି ଥିଲେ .

Posted in Uncategorized

Leave a Comment